ମିରୁ ଇ ବେବ୍ସାଇଟ୍ ଦୁଆରା ମା କେରାଣ୍ଡି କୁଇତାଡ଼ି ଗାଣିଙ୍ଗା, ବିଡିଅଙ୍ଗା, ପଟଙ୍ଗା, ଗପଙ୍ଗା, ଆଉ ଈଙ୍ଗେଜେ ପୂନି ପୂନି ବିସୟ କେରାଣ୍ଡି କୁଇ ବାସାତା ପଡ଼ିଆକି, ବେଙ୍ଗି ଆଉ ହୁଡ଼ାକି ପାଆଣ୍ଡାମୂଦାରୁ।
ନୀଞ୍ଜୁତାଦି ବାକ୍ୟ
ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ; ମୁଁ କହିଲି, “ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି,” ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ। [ସେଲା]
Psalm 32:5